ବୋତଲ
ବୋତଲ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାବୈଦେଶିକ - ବିଶେଷ୍ୟ - (ଇଂରାଜୀ - ବଟ୍ଲ୍; ପ୍ରାଚୀନ ଇଂରାଜୀ - ବଟେଲ୍; ତୁଳ, ପର୍ତ୍ତୃ. ବଟେଲା)
ସମ୍ପାଦନା- ୧. କାତଲ ବା ଚିନୀ ମାଟିର ଲମ୍ୱ ଓ ଗୋଲାକାର ନଳ ପରି ସରୁମୁହାଁ ପାତ୍ର — ୧. Bottle.
[ଦ୍ରଷ୍ଟବ୍ୟ —ବଡ଼ ପାତ୍ରକୁ ବୋତଲ ଓ ଛୋଟ ବୋତଲକୁ ଶିଶି କୁହାଯାଏ ]
- ୨. ମଦ ବୋତଲ — ୨. Wine bottle.