ବୋଡ଼ିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ସମ୍ପାଦନା

ବୋଡ଼ି ସମ୍ୱନ୍ଧୀୟ —Relating to Boṟḍ̠i.

(ଉ—ନାଆ ଛାଡ଼ି ଖରାଦିନରେ ସରଳ ନେଆଣ କରିବା ସକାଶେ ପାଞ୍ଚ ପାଞ୍ଚ ବୋଡ଼ିଆ ଯୋଡ଼ାଏ ଥୋରୀ ବଳଦ ଖାଉଡ଼ ବିଶେଷ୍ୟ - ଅଛି ଫକୀରମୋହନ. ଗଳ୍ପସ୍ୱଳ୍ପ )

ପ୍ରାଦେଶିକ - ସମ୍ପାଦନା

୧. (କେନ୍ଦ୍ରାପଡ଼ା ଓ ନୀଳଗିରି)ବି—ବୁଡ଼ିଆ (ଦେଖ) - —Buṟḍ̠iā (See).
୨. (ଯାଜପୁର) ବି— ବଡ଼ିଆ (ଦେଖ) - —Baṟḍ̠iā (See).