ବୋଡ଼ି
ବୋଡ଼ି
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଣ(ସଂସ୍କୃତ - ବୋଡ଼୍ରୀ)
ସମ୍ପାଦନା- ୧. ପାଞ୍ଚଗଣ୍ଡା ବା ୨ ବଡ଼ା କଉଡ଼ି; ପଣର ଏକ ଚତୁର୍ଥାଂଶ —୧. Twenty cowry-shells (formerly used as currency.)
ସେରକ ଚାଉଳ କଉଡ଼ି ବୋଡ଼ିଏ ନିତି ରାଜା ପଡ଼ି ଦେଇ । - ଟୀକା ଗୋବିନ୍ଦ ଚନ୍ଦ୍ର, ଯୋଗୀନ୍ଦ୍ର ବିପ୍ର
- ୨. ବୁଡ଼ୀ କପା —୨. Bori cotton.