ବୋକଚା
ବୋକଚା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାବୁକୁ(କି)ଚା, ବୁକୁଚାଅନ୍ୟରୂପ
ବୈଦେଶିକ - ବିଶେଷ୍ୟ - (ତୁର୍କୀ. ବୁକୁଚା)
ସମ୍ପାଦନାଲୁଗାପଟା ଆଦିର ବଡ଼ ପୁଡ଼ା ବା ଗଣ୍ଠିରି; ଗଣ୍ଠିରା —A large packet or bundle of clothes etc.
[ଦ୍ରଷ୍ଟବ୍ୟ —ପୋଟଳା, ପୁଡ଼ା ବୁଜୁଳା, ବୋକାଚା, ଗଣ୍ଠିରା, ଗଣ୍ଡିରା, ବୋଝ, ଗାଣ୍ଠି, ଏମାନଙ୍କ ଅର୍ଥ, ଜିନିସ ପତ୍ର ଗୁଡ଼ିଏ ଏକତ୍ର ବନ୍ଧା ହୋଇ କରା ଯାଇଥିବା ପୁଡ଼ା, କିନ୍ତୁ ଏମାନଙ୍କ ଆକାର ଭିନ୍ନ ଭିନ୍ନ ]