ବୋକଚା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୁକୁ(କି)ଚା, ବୁକୁଚାଅନ୍ୟରୂପ

ବୈଦେଶିକ - ବିଶେଷ୍ୟ - (ତୁର୍କୀ. ବୁକୁଚା) ସମ୍ପାଦନା

ଲୁଗାପଟା ଆଦିର ବଡ଼ ପୁଡ଼ା ବା ଗଣ୍ଠିରି; ଗଣ୍ଠିରା —A large packet or bundle of clothes etc.

[ଦ୍ରଷ୍ଟବ୍ୟ —ପୋଟଳା, ପୁଡ଼ା ବୁଜୁଳା, ବୋକାଚା, ଗଣ୍ଠିରା, ଗଣ୍ଡିରା, ବୋଝ, ଗାଣ୍ଠି, ଏମାନଙ୍କ ଅର୍ଥ, ଜିନିସ ପତ୍ର ଗୁଡ଼ିଏ ଏକତ୍ର ବନ୍ଧା ହୋଇ କରା ଯାଇଥିବା ପୁଡ଼ା, କିନ୍ତୁ ଏମାନଙ୍କ ଆକାର ଭିନ୍ନ ଭିନ୍ନ ]