ବୋଉ
ବୋଉ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ ସମ୍ପାଦନା
ଦେଶଜ - ବିଶେଷ୍ୟ - ସ୍ତ୍ରୀ (ସଂସ୍କୃତ - ବଧୂ) ସମ୍ପାଦନା
ବୋହୂ (ଦେଖ) - Bohū (See)
ପ୍ରାଦେଶିକ - (କଟକ, ପୁରୀ)ବି ସମ୍ପାଦନା
ମାଆ —Mother.
[ଦ୍ରଷ୍ଟବ୍ୟ —ସାଧାରଣତଃ ପୁରୀ ଓ କଟକ ଜିଲ୍ଲାର ବ୍ରାହ୍ମଣ, କେତେକ କରଣ ଓ ଖଣ୍ଡାୟତ ବା କ୍ଷତ୍ରିୟ ପରିବାରରେ ମାତାଙ୍କୁ 'ବୋଉ' ଓ ପିତାଙ୍କ 'ମା' ବୋଲି ଡାକନ୍ତି ଶୂଦ୍ରମାନେ ମାତାଙ୍କୁ'ମା' ଓ ପିତାମହୀଙ୍କୁ 'ବୁଢ଼ୀ ମା' ବା 'ଆଈ' ବୋଲି ଡାକନ୍ତି]