ବୋ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଫାରାସୀ - ବୁ=ଗନ୍ଧ) ସମ୍ପାଦନା

୧. ବୂ; ଗନ୍ଧ —୧. Smell.
୨. ଦୁର୍ଗନ୍ଧ —୨. Bad smell; offensive odour.

ପ୍ରାଦେଶିକ - (ସମ୍ୱଲପୁର ଓ ଗଡ଼ଜାତ) ଅ ସମ୍ପାଦନା

(ସମ୍ୱୋଧନ)ରେ —(interjection) Oh !

[ଦ୍ରଷ୍ଟବ୍ୟ —ବାମଣ୍ଡା ଓ ଗାଙ୍ଗପୁର ଅଞ୍ଚଳରେ 'ବୋ' ଓ ସମ୍ୱଲପୁର ଓ ଓଡ଼ିଶ୍ୟାରେ 'ରେ' ସଙ୍ଗୀ ବା ନୀଚତର ବ୍ୟକ୍ତି ପ୍ରତି ବ୍ୟବହୃତ ହୁଏ ]

ପ୍ରାଦେଶିକ - (ସମ୍ୱଲପୁର ଓ ଗଡ଼ଜାତ) କ୍ରି.ବିଶେଷଣ - ସମ୍ପାଦନା

ମ —Too.