ବୈଷୟିକ ବିଜ୍ଞାନ

ଉଚ୍ଚାରଣ

ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ଆଧୁନିକ; କର୍ମଧା)

ସମ୍ପାଦନା

ଯେଉଁ ବିଜ୍ଞାନ ଶାସ୍ତ୍ରଦ୍ୱାର ମନୁଷ୍ୟର ସାଂସାରିକ ବିଷୟ ପରିଚାଳନାରେ ଜ୍ଞାନଲାଭ ହୁଏ; ଯେଉଁ ବିଜ୍ଞାନ ମନୁଷ୍ୟର ବ୍ୟବହାରରେ ଲାଗେ —Practical science.

[ଯଥା— ଜଡ଼ବିଜ୍ଞାନ, ନୀତିବିଜ୍ଞାନ, କ୍ଷେତ୍ର ପରିମାଣ ବା ବ୍ୟବହାରିକ ଜ୍ୟାମିତି ]