ବୈଷମ୍ୟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବିଶେଷ୍ୟ - (ବିଷମ+ଯ) ସମ୍ପାଦନା

୧. ବିଷମତା; ସାମ୍ୟତାର ଅଭାବ — ୧. Want of uniformity; unevenness, ineqality.
୨. ବୈସାଦୃଶ୍ୟ —୨. Dissimilarity; disparity.
୩. ବିରୁଦ୍ଧଭାବ; ଶତ୍ରୁତା — ୩. Enmity; hostility.
୪. ଅମେଳ —୪. Disagreement.