ବୈରୋଚନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ବିରୋଚନ+ଅପତ୍ୟାର୍ଥେ ଅ; ଇ) ସମ୍ପାଦନା

୧. ବିରୋଚନ ଦୈତ୍ୟର ପୁତ୍ର ବଳି ରାଜା — ୧. King Baḻi.
୨. ବୁଦ୍ଧଦେବ —୨. The Buddha.
୩. ସୂର୍ଯ୍ୟଦେବ —୩. The sun God.