ବୈରୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ବୈରିଣୀ—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - ଫୁ (ବୈର+ଇନ୍; ୧ମ. ୧ବ) ସମ୍ପାଦନା

ବୈରଯୁକ୍ତ; ଶତ୍ରୁତାପନ୍ନ —Inimicial; hostile.

ସଂସ୍କୃତ - ବିଶେଷ୍ୟ - ଫୁ ସମ୍ପାଦନା

୧. ଶତ୍ରୁ —୧. Enemy; antagonist; an adversary.
୨. ବହିରା ପକ୍ଷୀ; ବୃହଦାକାର ଶ୍ୟେନ — ୨. A big falcon; goshawk.