ବୈରାଗ୍ୟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ବିଭାଗ+ଭାବାର୍ଥେ. ଯ) ସମ୍ପାଦନା

୧. ସଂସାର ପ୍ରତି ଅନାସକ୍ତି; ସଂସାର ପ୍ରତି ବିରକ୍ତି ବା ଔଦାସୀନ୍ୟ — ୧. Indifference to wordly concerns.
୨. ସଂସାର ବିରାଗୀର ଧର୍ମ —୨. The ways of an anchorite.
୩. ବିବେକ —୩. Conscience.

[ଦ୍ରଷ୍ଟବ୍ୟ —ବୈରାଗ୍ୟଦ୍ୱାରା ସଂସାର ପ୍ରତି ବିରକ୍ତି ଓ ସଂସାର ତ୍ୟାଗର ଭାବ ସୂଚିତ ହୁଏ

ବିବେକଦ୍ୱାରା ସତ୍ ଅସତ୍ ପ୍ରଭେଦ ଜ୍ଞାନ, ପ୍ରକୃତି ଓ ପୁରୁଷ ମଧ୍ୟରେ ପ୍ରଭେଦ ଜ୍ଞାନ, ସମ୍ୟକ ବିଚାର ଜନିତ ଜ୍ଞାନ ଓ ମିଥ୍ୟା ପ୍ରତି ଅନାସକ୍ତି ସୁଚିତ ହୁଏ]