ବୈବର୍ଣ୍ଣ୍ୟ
ବୈବର୍ଣ୍ଣ୍ୟ
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷ୍ୟ - (ବିବର୍ଣ୍ଣ+ଯ)
ସମ୍ପାଦନା- ୧. ବିବର୍ଣ୍ଣତା —୧. Discoloration; change of colour.
- ୨. ମ୍ଳାନତା; ମାଳିନ୍ୟ —୨. Paleness; blush.
- ୩. ଅସୌନ୍ଦର୍ଯ୍ୟ — ୩. Want of loveliness, grace or beauty.
- ୪. ଉତ୍କଣ୍ଠିତ ପ୍ରେମିକ ପ୍ରେମିକାଙ୍କଠାରେ ପରିଲକ୍ଷିତ ଅଷ୍ଟଦଶା ମଧ୍ୟରୁ ଏକତମ —୪. One of the eight stages through which unsatiated lovers pass.