ବୈଦେହୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବି—(ବିଦେହ+ ଅପତ୍ୟାର୍ଥେ. ଅ+ସ୍ତ୍ରୀ. ଈ) ସମ୍ପାଦନା

୧. ଜାନକୀ; ସୀତା —୧. Sītā.
୨. ହରିଦ୍ରା; ହଳଦୀ —୨. Turmeric.
୩. ବଣିକ୍ ପତ୍ନୀ —୩. The wife of a trader.
୪. ଗୋରୋଚନା —୪. A yellow pigment obtained from dead cattle.
୫. ପିପ୍ପଳୀ —୫. Long pepper.

[ଉ—ବୈଦେହୀ ପ୍ରମାଣ ଫଳେ କଟୁ କରି ଜାତ ଭଞ୍ଜ. ବୈଦେହୀଶ— ବିଳାସ]

ଦେଶଜ - ବିଶେଷ୍ୟ - ସମ୍ପାଦନା

ସ୍ତ୍ରୀ ଲୋକଙ୍କୁ ଦିଆ ଯିବା ନାମ — A name given to females.