ବୈଦିକ
ବୈଦିକ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ସଂସ୍କୃତ - ବିଶେଷଣ - (ବେଦ+ସମ୍ୱନ୍ଧାର୍ଥେ ଇକ) ସମ୍ପାଦନା
- ୧. ବେଦସମ୍ୱନ୍ଧୀୟ଼ —୧. Vedic; relating to the Bedas.
- ୨. ବେଦୋକ୍ତ; ବେଦନିର୍ଦ୍ଦିଷ୍ଟ —୨. Enjoined or laid down in the Bedas.
- ୩. ବେଦାଧ୍ୟାୟୀ —୩. Studying the Bedas.
- ୪. ବେଦଜ୍ଞ —୪. Versed in the Bedas.
ସଂସ୍କୃତ - ବିଶେଷ୍ୟ - ସମ୍ପାଦନା
କୁଳୀନ ବ୍ରାହ୍ମଣଙ୍କର ଶ୍ରେଣୀବିଶେଷ —A higher class of Brāhmaṇas.