ବୈଦର୍ଭୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ବୈଦର୍ଭ+ସ୍ତ୍ରୀ ଈ) ସମ୍ପାଦନା

୧. ଦମୟନ୍ତୀ —୧. Damayantī.
୨. ଅଖସ୍ତ୍ୟ ପତ୍ନୀ —୨. The wife of sage Agastya.

[ଉ—ବୈଦର୍ଭୀ ପତି ଅଇଲେ ସଙ୍ଖୋଳି, ବିହରୁ ମାର୍କଣ୍ଡେୟ ଋଷି ମିଳି ଭଞ୍ଜ. ବୈଦେହୀଶବିଳାସ]

୩. ରୁକ୍ମିଣୀ —୩. Rukmiṇī.
୪. ବୈଦର୍ଭୀ ରୀତି (ଦେଖ) - — ୪. B&aline;i̱darbhī rīti (See)