ବୈଦର୍ଭୀ
ବୈଦର୍ଭୀ
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ବୈଦର୍ଭ+ସ୍ତ୍ରୀ ଈ)
ସମ୍ପାଦନା- ୧. ଦମୟନ୍ତୀ —୧. Damayantī.
- ୨. ଅଖସ୍ତ୍ୟ ପତ୍ନୀ —୨. The wife of sage Agastya.
[ଉ—ବୈଦର୍ଭୀ ପତି ଅଇଲେ ସଙ୍ଖୋଳି, ବିହରୁ ମାର୍କଣ୍ଡେୟ ଋଷି ମିଳି ଭଞ୍ଜ. ବୈଦେହୀଶବିଳାସ]
- ୩. ରୁକ୍ମିଣୀ —୩. Rukmiṇī.
- ୪. ବୈଦର୍ଭୀ ରୀତି (ଦେଖ) - — ୪. B&aline;i̱darbhī rīti (See)