ବୈତାନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ବୈତାନିକ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - (ବିତାନ+ଅ) ସମ୍ପାଦନା

ଯଜ୍ଞୀୟ; ଯଜ୍ଞ ସଂକ୍ରାନ୍ତି — Relating to vedic sacrifice; sacrificial.

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

୧. ଯଜ୍ଞାଗ୍ନି —୧. Sacrificial fire.
୨. ହୋମ —୨. Vedic oblation unto fire; burnt offerings.
୩. ହୋମରେ ଦିଆଯିବା ନୈବେଦ୍ୟ —୩. Offerings made during vedic sacrifice and put into the fire.