ବୈ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ଅ (ବା ଧାତୁ=ଗମନ କରିବା+କର୍ତ୍ତୃ. ଐ) ସମ୍ପାଦନା

ପାଦ— ପୂରଣାର୍ଥ, ସମ୍ୱୋଧନ ଓ ଅନୁନୟରେ ବ୍ୟବହୃତ ଅବ୍ୟୟ — A particle used in completing a sentence, in addressing and in entreaty.

[ଦ୍ରଷ୍ଟବ୍ୟ —ଏହି ସଂସ୍କୃତ 'ବୌ' ଶବ୍ଦ ବଙ୍ଗଳାରେ 'ବଇ', ଓଡ଼ିଆରେ 'ବି' ଫାସୀରେ 'ଭି' ସଙ୍ଗେ ସମାନ କିନ୍ତୁ ଏହି 'ବୈ' ଶବ୍ଦର ଓଡ଼ିଆରେ ବ୍ୟବହାର ନାହିଁ

ବୈଦେଶିକ - ବିଶେଷ୍ୟ - (ଫାରାସୀ - ବହୀ) ସମ୍ପାଦନା

୧. ବହି, ପୁସ୍ତକ —୧. Book.
୨. (ଆଦରାର୍ଥକ) ବୈଷ୍ଣବ ବା ବୈରାଗୀ ନାମକ ବ୍ୟକ୍ତିକୁ ଡ଼ାକିବା ନାମ —୨. Name for calling B&aline;i̱hṇaba or B&aline;i̱rāgī.

(ବୈଆ—ଅନାଦରାର୍ଥକ)