ବୈ
ବୈ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ଅ (ବା ଧାତୁ=ଗମନ କରିବା+କର୍ତ୍ତୃ. ଐ)
ସମ୍ପାଦନାପାଦ— ପୂରଣାର୍ଥ, ସମ୍ୱୋଧନ ଓ ଅନୁନୟରେ ବ୍ୟବହୃତ ଅବ୍ୟୟ — A particle used in completing a sentence, in addressing and in entreaty.
[ଦ୍ରଷ୍ଟବ୍ୟ —ଏହି ସଂସ୍କୃତ 'ବୌ' ଶବ୍ଦ ବଙ୍ଗଳାରେ 'ବଇ', ଓଡ଼ିଆରେ 'ବି' ଫାସୀରେ 'ଭି' ସଙ୍ଗେ ସମାନ କିନ୍ତୁ ଏହି 'ବୈ' ଶବ୍ଦର ଓଡ଼ିଆରେ ବ୍ୟବହାର ନାହିଁ
ବୈଦେଶିକ - ବିଶେଷ୍ୟ - (ଫାରାସୀ - ବହୀ)
ସମ୍ପାଦନା- ୧. ବହି, ପୁସ୍ତକ —୧. Book.
- ୨. (ଆଦରାର୍ଥକ) ବୈଷ୍ଣବ ବା ବୈରାଗୀ ନାମକ ବ୍ୟକ୍ତିକୁ ଡ଼ାକିବା ନାମ —୨. Name for calling B&aline;i̱hṇaba or B&aline;i̱rāgī.
(ବୈଆ—ଅନାଦରାର୍ଥକ)