ବେ ଲକ୍ଷ

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - ବିଣ—(ଫାରାସୀ - ବେ+ସଂସ୍କୃତ - ଲକ୍ଷ)

ସମ୍ପାଦନା

ଯାହାର କୌଣସି ଲକ୍ଷ ବା ଉଦ୍ଦେଶ୍ୟ ନ ଥାଏ —Aimless; having no aim.

ପ୍ରାଦେଶିକ - (ଗଞ୍ଜାମ)ବିଶେଷଣ -

ସମ୍ପାଦନା

ମୂଲ୍ୟହୀନ — Valueless.

[ଯଥା—ତୋ ଆଖିରେ ମୁଁ ବେଲକ୍ଷ ଦିଶୁଚି ନାଁ ?]