ବେ ଦସ୍ତୁର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷଣ - (ଫାରାସୀ - ବେ+ଦସ୍ତୁର=ନିୟମ) ସମ୍ପାଦନା

୧. ରୀତିବହିର୍ଭୂତ —୧. Not customary; against custom or practice.
୨. ଅନିୟମିତ —୨. Iregular.
୩. ଅବୈଧ; ବିଧି— ବିରୁଦ୍ଧ; ବେଆଇନ —୩. Illegal.

ବୈଦେଶିକ - ବିଶେଷ୍ୟ - ସମ୍ପାଦନା

୧. ବେଆଇନି କାର୍ଯ୍ୟ —୧. Illegality.
୨. ଅନିୟମ —୨. Irregularity.