ବେଶ୍
ବେଶ୍
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
ବୈଦେଶିକ - ବିଣ—(ଫାରାସୀ - ବେଶ୍) ସମ୍ପାଦନା
- ୧. ଆଚ୍ଛା; ଭଲ; ଉତ୍ତମ — ୧. Good.
- ୨. ଶ୍ରେଷ୍ଠ; ଉତ୍କୃଷ୍ଟ —୨. Excellent.
- ୩. ପ୍ରଶଂସନୀୟ —୩. Praiseworthy.
- ୪. ଖୁବ୍; ବହୁତ —୪. Much; great.
- ୫. ସୁନ୍ଦର —୫. Beautiful; charming.
କ୍ରି.ବିଶେଷଣ - ସମ୍ପାଦନା
- ୧. ଆଚ୍ଛା — ୧. Well.
- ୨. ଉତ୍ତମରୂପେ —୨. Goodly.
- ୩. ଖୁବ୍; ଅତ୍ୟନ୍ତ —୩. Greatly; much.
ଅ ସମ୍ପାଦନା
(ଅନୁମୋଦନାର୍ଥକ) ଭଲ ହେଲା —Well done !