ବେଳେ

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ଅ

ସମ୍ପାଦନା
୧. ଦିନକେ ଥରେ; ଓଳିଏ —୧. Once during the day.

[ଉ—ବ୍ରହ୍ମଚର୍ଯ୍ୟ କରଣ ବେଳେ ଭାତ ଖାଇ କୃଷ୍ଣସିଂହ. ମହାଭାରତ. ବନ]

୨. ଥର —୨. Time.

[ଉ—ନିତି ତିନି ବେଳେ ତାଙ୍କୁ ଦର୍ଶନ କରିବା ଶ୍ରୀଗୁରୁଭକ୍ତି ଗୀତା]

ଦେଶଜ - କ୍ରି.ବିଶେଷଣ -

ସମ୍ପାଦନା

ଥରେ —Once.

[ଉ—ବୋଲି—ବିକ୍ରମ ତୁ ଲଙ୍କା ଆଉ ବେଳେ ଭଞ୍ଜ. ବୈଦେହୀଶବିଳାସ]