ବେରିଜି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ତେରଜି—ବିପରୀତ)

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବି(କଚରିଆ)(ଆରବୀ - ବେରିଜ୍ =ଉପରୁ ତଳକୁ ସ୍ତମ୍ଭାକାରରେ ଲେଖିଥିବା ରାଶିମାନଙ୍କ ମିଶାଣ) ସମ୍ପାଦନା

ଯେଉଁ ହିସାବରେ ନିର୍ଦ୍ଧିଷ୍ଟ ସଂଖ୍ୟା ସବୁ କେବଳ ଗୋଟିଏ ବାଗରେ ମିଶାଣ କରାଯାଏ —The mode of totalling up the figure of an account in one direction.



ବେରିଜି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (କଚିରିଆ) (ଫାରାସୀ - ବେରିଜ୍) ସମ୍ପାଦନା

ହିସାବ କାଗଜରେ ସ୍ତମ୍ଭାକାରର ଲେଖାଥିବା ବହୁ ସଂଖ୍ୟା ଧାଡ଼ି— ମୂଳିଆ ହୋଇ ଲେଖା ହୋଇଥିଲେ ଧାଡ଼ିମୂଳିଆ ସଂଖ୍ୟା— ମାନଙ୍କୁ ମିଶାଇ ଡାହାଣ ପାଖାରେ ପ୍ରାତ୍ୟେକ ଧାଡ଼ିର ଯୋଗ ଫଳକୁ ଲେଖି ସେହି ଯୋଗଫଳମାନଙ୍କୁ ଯୋଗ କଲେ ତହିଁର ଯୋଗଫଳ [ତେରିଜ] ଠିକ୍ ହେଲା କି ନାହିଁ ଏହା ଜାଣିବା ପାଇଁ ପ୍ରତ୍ୟେକ ସ୍ତମ୍ଭର ଯୋଗଫଳକୁ ମିଶାଇବା — The adding up of the totals of every column in account.