ବେବସ୍ତା

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ବ୍ୟବସ୍ଥା)

ସମ୍ପାଦନା

ବ୍ୟବସ୍ଥା (ଦେଖ) - Byabasthā (See)

[ଉ—ତୋହର ପ୍ରଶନ ବେବସ୍ଥା—ଯଶୋବନ୍ତ, ପ୍ରେମ— ଭକ୍ତି ବ୍ରହ୍ମଗୀତା ]

[ଉ—ତିନିଭୁବନର ବେବସ୍ଥା, ଶୁଣ କହିବା ତହିଁ କଥା—ପ୍ରାଚୀ, ନିର୍ଗୁଣମାହାତ୍ମ୍ୟ]