ବେତୁଆ
ବେତୁଆ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାବେତୁଆ
|
ଦେଶଜ - ବିଶେଷଣ - (ସଂସ୍କୃତ - ବେତ୍ରଧାରୀ)
ସମ୍ପାଦନାବେତ୍ରଧାରୀ (ପାଇକ) — Holding a cane.
=== ଦେଶଜ - ବିଶେଷ୍ୟ -
ବେତ୍ରଧାରୀ ପାଇକ —A peon holding a cane.
ପ୍ରାଦେଶିକ - (ଗଡ଼ଜାତ)ବିଶେଷଣ -
ସମ୍ପାଦନାଖାଇବା ପାଇଁ ଥାଳି ଆଦିରେ ସଜା ହେବା (ଅନ୍ନ ବ୍ୟଞ୍ଜନାଦି) —(Curry and rice) Arranged in plates for being served.
ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -
ସମ୍ପାଦନାଭାତ ତିଅଣ ଆଦିକୁ ଥାଳିରେ ସଜାଇବା —Arranging rice, curry, etc in plates before serving food.