ବେଣ୍ଟୋଳା

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ଦେଶଜ - ବିଶେଷ୍ୟ -

ସମ୍ପାଦନା
୧. ମଲ୍ଲକଢ଼ୀ ନାମକ ସ୍ତ୍ରୀମାନଙ୍କର ଉପର କାନରେ ପିନ୍ଧିବା ଅଳଙ୍କାର — ୧. A kind of dumb-bell shaped ornament for the upper part of the ear.

(ଉ—ବେଣ୍ଡଲା ଫୁଲ ଝଲକା ତାଟଙ୍କ କବିସୂର୍ଯ୍ୟ ଚନ୍ଦ୍ରକଳା)

୨. ବେଣ୍ଟୁଆ (ଦେଖ) - — ୨. Beṇṭuā (See).