ବେଣିଁଆଁନେପୁର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷ୍ୟ - (ବଣିଆ ଶବ୍ଦ) ସମ୍ପାଦନା

ଦୁଇଟି ରୂପା ତାରକୁ ପାଳଦଉଡ଼ି ପରି ମୋଡ଼ି ଏହି ମୋଡା ତାରକୁ ଦ୍ୱୀଗୁଣ କରି ପୁନର୍ବାର ମୋଡ଼ି ବଳୟାକାରରେ ତିଆରି କରାଯିବା ଗୋଡ଼ର ଅଳଙ୍କାର — A kind of anklet consisting of braided silver wires.