ବେଗି

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ଦେଶଜ - କ୍ରି.ବିଶେଷଣ - (ସଂସ୍କୃତ - ବେଗ)

ସମ୍ପାଦନା

ଚଞ୍ଚଳ; ଶୀଘ୍ର; ସତ୍ୱର; ଜଲଦି; ବେଇଗି —Soon; quickly; swiftly.

[ଉ—ମାଗିବ ଯାହା ତାହା ଦେବି ମୁହିଁ ବେଗି କୃଷ୍ଣସିଂହ. ମହାଭାରତ ବନ]