ବେଗମ୍
ବେଗମ୍
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାବେଗମ୍
|
ବୈଦେଶିକ - ବିଶେଷ୍ୟ - (ତୁର୍କୀ; ଏହାର ପୁଂଲିଙ୍ଗ ବେଗ୍=ମାନ୍ୟବ୍ୟକ୍ତି, ରାଜା)
ସମ୍ପାଦନା- ୧. ଧନବାନ୍ ମୋଗଲଙ୍କ ପତ୍ନୀ —୧. The wife of a rich Moghul.
- ୨. ମୁସଲମାନ୍ ସମ୍ଭ୍ରାନ୍ତ ମହିଳା —୨. A Mahomedan lady.
- ୩. ରାଣୀ —୩. Queen
- ୪. ରାଜମହିଷୀ; ସମ୍ରାଜୀ — ୪. Empress.