ବେକ

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ବି—(ସଂସ୍କୃତ - ବକ୍ରି; ଏହାଦ୍ୱାରା ମସ୍ତକକୁ ବକ୍ର କରା ଯାଇପାରେ ବୋଲି)

ସମ୍ପାଦନା
୧. ମସ୍ତକ ଓ କାନ୍ଧ ମଧ୍ୟସ୍ଥ ଶରୀରାଂଶ; ଗ୍ରୀବା; କଣ୍ଠଦେଶ —୧. Neck.

[ଉ—ବହିବା ଓଟଙ୍କର ଭାଜି— ଗଲା ବେକ କୃଷ୍ଣସିଂହ. ମହାଭାରତ. ସଭା]

୨. ବେକର ପଛ ଭାଗ —୨. The back part of the neck.

[ଦ୍ରଷ୍ଟବ୍ୟ —ବେକର ଆଗ ପାଖକୁ ତଣ୍ଟି ବା ତୋଟି ଓ ପଛ ଭାଗକୁ ବୋକ ବୋଲାଯାଏ ଆଗ ପଛ ସମୁଦାୟ ଅଂଶକୁ ମଧ୍ୟ କେହି କେହି ବେକ କହନ୍ତି ଓ କଣ୍ଠନାଳୀକୁ ଗଳା ବୋଲା ଯାଏ ବେକର ସାମନା ପାଖ ଅଂଶକୁ ମଧ୍ୟ ଗଳା ଓ କଣ୍ଠ ବୋଲାଯାଏ]