ବେଙ୍ଗ
(ବେଁଗରୁ ଲେଉଟି ଆସିଛି)
ବେଙ୍ଗ ଏକ ଉଭୟଚର ଜୀବ।ବେଙ୍ଗ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନା(ବେଙ୍ଗଇ; ବେଙ୍ଗେ, ବେଙ୍ଗେଇ—ଅନ୍ୟରୂପ)
(ବେଙ୍ଗୁଲି—ସ୍ତ୍ରୀ)
ଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. ଉଭୟଚର ପ୍ରାଣିବିଶେଷ; ଭେକ, ମଣ୍ଡୁକ —୧. Frog; Ranidae.
[ଉ. ସାପ ନେ ! ବେଙ୍ଗ ନେ ! ମୋ ପେଏଁକାଳି ବଜେଇଦେଶଜ - ଶିଶୁଗୀତ]
[ଦ୍ରଷ୍ଟବ୍ୟ —ନାନା ଜାତିର ଓ ଆକାରର ବେଙ୍ଗ ଦେଖାଯାନ୍ତି; ଯଥା—ବ୍ରାହ୍ମଣୀ ବେଙ୍ଗ, କଟକଟିୟା ବେଙ୍ଗ, କୁଲି ବେଙ୍ଗ ଡିଆଁ ବେଙ୍ଗ, କାଠ ବେଙ୍ଗ ଓ ସୁନା ବେଙ୍ଗ]
- ୨. ପୁରୁଷ ଓ ସ୍ତ୍ରୀମାନଙ୍କୁ ଦିଆଯିବା ନାମ —୨. A name given to males and females.
- ୩. (ସଂସ୍କୃତ - ବ୍ୟଙ୍ଗ) ବ୍ୟଙ୍ଗୋକ୍ତି —୩. Irony; satire.
ବେଙ୍ଗ ହେଉଛି ଉଭୟଚର ପ୍ରାଣୀ ଯିଏ ଜଳ ଓ ସ୍ଥଳ ଉଭୟ ଭାଗରେ ବଞ୍ଚିପାରେ ।