ବୃଷ୍ଟି

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ବୃଷ୍ ଧାତୁ+ ଭାବ. ତି)

ସମ୍ପାଦନା
୧. ବର୍ଷଣ; ମେଘରୁ ଜଳ ପତନ; ବରଷା —୧. Raining; a shower of rain.
୨. ବର୍ଷାଜଳ —୨. Rain water.
୩. ଆକକାଶରୁ ଧାରାକାରରେ ପଡ଼ିବା କୌଣସି ବସ୍ତୁ —୩. A shower or downpour of any thing like rain.
୪. ବୃଷ୍ଟିଧାରା ପରି ଅବିଭତ ଘଟିବା କର୍ମ —୪. A volly or copious shewer of some thing.

(ଯଥା—ଶର ବୁଷ୍ଟି, ଅସ୍ତ୍ର ବୁଷ୍ଟି ଗାଳି ବୁଷ୍ଟି, ମାଡ଼ ବୁଷ୍ଟି, ବିଧା ବଷ୍ଟି)