ବୃଥା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ସଂସ୍କୃତ - ଅବ୍ୟୟ. (ବୃ ଧାତୁ+କର୍ମ. ଥା) ସମ୍ପାଦନା

୧. ନିଷ୍ଫଳ; ପଣ୍ଡ — ୧. Fruitless; vain; abortive; ineffectual.
୨. ନିଷ୍ଫ୍ରୟୋଜନ; ଅକାରଣ —୨. Useless.
୩. ଅନର୍ଥକ; ନିରର୍ଥକ —୩. Meaningless.
୪. ଉଦ୍ଦେଶ୍ୟ ବିହୀନ —୪. Aimless.

କ୍ରି.ବିଶେଷଣ - ସମ୍ପାଦନା

ଅକାରଣ —In vain.