ବୃଥା

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ସଂସ୍କୃତ - ଅବ୍ୟୟ. (ବୃ ଧାତୁ+କର୍ମ. ଥା)

ସମ୍ପାଦନା
୧. ନିଷ୍ଫଳ; ପଣ୍ଡ — ୧. Fruitless; vain; abortive; ineffectual.
୨. ନିଷ୍ଫ୍ରୟୋଜନ; ଅକାରଣ —୨. Useless.
୩. ଅନର୍ଥକ; ନିରର୍ଥକ —୩. Meaningless.
୪. ଉଦ୍ଦେଶ୍ୟ ବିହୀନ —୪. Aimless.

କ୍ରି.ବିଶେଷଣ -

ସମ୍ପାଦନା

ଅକାରଣ —In vain.