ବୁଲିବା

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ଅନୁବାଦ

ସମ୍ପାଦନା

ଦେଶଜ - କ୍ରି—(ସଂସ୍କୃତ - ବଳ୍; ବୁଲ୍ ଧାତୁ ସଂଚରଣ)

ସମ୍ପାଦନା
୧. ଭ୍ରମଣ କରିବା; ଚାଲିବା —୧. To walk.
୨. ଗତି କରିବା ୨. To move.
୩. ଇତସ୍ତତଃ ଗତି କରିବା; ଟହଲିବା —୩. To move to and fro; to take a walk.

[ଉ—ସରାଗେ ମୃଗାଏ ବିହରୁଣ ଥାନ୍ତି; ତୀଳେ ଯାର ଚିର ବୁଲି ରାଧାନାଥ ଯଯାତି]

୪. ବୃଥା ଭ୍ରମଣ କରିବା —୪. To rove or wander aimlessly.
୫. ବେଢ଼ିବା —୫. To surround.
୬. ଘୂର୍ଣ୍ଣାୟମାନ ହେବା; ଘୂର୍ଣ୍ଣିତ ହେବା —୬. To turn round; whirl round.
୭. ବିପରୀତ ଦିଗକୁ ଯିବା —୭. To turn or be turned to the opposite direction or to another direc
tion.

[ଉ—ବସିଲା ଗଳେ ଚାଣ୍ଡ, ଗଳିଗଲା ପ୍ରଚଣ୍ଡ ରବେ ବୁଲିଲା ଜାଣି ମୁଣ୍ଡ ଭଞ୍ଜ, ବୈଦେହୀଶବିଳାସ]

୮. ପ୍ରତ୍ୟାବର୍ତ୍ତନ କରିବା —୮. To return; to turn back.
୯. ହାଉଆ ଖାଇବା; ବାୟୁ ସେବନାର୍ଥ ପାଦଚାରଣ କରିବା —୯. To take an airing; to take a consitutional walk.
୧. ଦେଶ ଭ୍ରମଣ କରିବା —୧୦. To travel.
୧୧. ବୃତ୍ତା— କାରରେ ଗତି କରିବା —୧୧. To move in a circle.
୧୨. ଚାରିଆଡ଼େ ରେଖା ଆଦିଦ୍ୱାରା ବେଷ୍ଟିତ ହେବା —୧୨. To be encircled by a line.

(ଯଥା—ଶୁଆର କଣ୍ଠ ବୁଲିଲାଣି)