ବୁଲି
ବୁଲି
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
ସଂସ୍କୃତ - ବିଶେଷ୍ୟ - (ବୁଳ୍ ଧାତୁ=ମଗ୍ନ ହେବା+ଅଧିକରଣ. ଇ) ସମ୍ପାଦନା
ଭଗ; ଯୋନି —Vagina; female organ.
ଦେଶଜ - ବିଶେଷ୍ୟ - ସମ୍ପାଦନା
- ୧. ବୋଲି; ପଦ; ଉକ୍ତି; ଭାଷା —୧. Language; speech.
- ୨. ଭାଷାର ଶବ୍ଦ —୨. Word of a language.
- ୩. ବାକ୍ୟ —୩. Sentence.
- ୪. ଶିକ୍ଷିତ ପକ୍ଷୀର ଉଚ୍ଚାରିତ କଥା ବା ପଦ —୪. The call or utterance of words by a trained bird.
- ୫. ଚଢ଼େଇର ସ୍ୱର —୫. The tune of a bird.
- ୬. ନିର୍ଦ୍ଦିଷ୍ଟ ଭାଷା; ବନ୍ଧା ଭାଷା —୬. A formulla; a set speech.
- ୭. (ବଣିଆ ଶବ୍ଦ) ଧାତୁର ପତ୍ର ଉପରେ ବା ମେଡ଼ାଲ୍ (ପଦକ) ଉପରେ ଅକ୍ଷର ଲେଖିବାରେ ବ୍ୟବହୃତ ବେଣ୍ଟ ଥିବା ମୁନିଆଁ ହତିଆର ବିଶେଷ —୭. A pointed instruments for engraving letters on a metal plate or medal.
- ୮. ସ୍ତ୍ରୀମାନଙ୍କୁ ଦିଆଯିବା ନାମ —୮. A name given to females.
ଦେଶଜ - ବିଶେଷଣ - ସ୍ତ୍ରୀ ସମ୍ପାଦନା
(ଗାଳି) ଯେଉଁ ସ୍ତ୍ରୀ ବାରଆଡ଼େ ବୁଲେ — (a term of abuse to women) Wandering (woman).