ବୁଲାକି

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ଅନୁବାଦ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ -

ସମ୍ପାଦନା

ବୁଲିବା —Walking.

ବୈଦେଶିକ - ବିଶେଷ୍ୟ - (ତୁର୍କୀ)

ସମ୍ପାଦନା

ବୁଲାକ୍ ନାସାର ଦଣ୍ଡ; ଝୁଲଲ —A nosering with pendant.

(ଉ—ନାସା ତିଳଫୁଲେ ତଳେ ଝଲମଲ ବୁଲାକି ଝୁଲାକି ମାନୁଥିଲା କବିସୂର୍ଯ୍ୟ. ସଂଗୀତ)

ଦେଶଜ - ବିଶେଷଣ -

ସମ୍ପାଦନା
୧. ଭ୍ରମଣଶୀଷ —୧. Wandering.
୨. ଯେ ପଛଆଡ଼ୁ ମୁହଁ ବୁଲାଏ —୨. Turning round.
୩. ବୁଲାଣି (ଦେଖ) - —୩. Bulāṇi (See)