ବୁଲାକି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ବୁଲିବା —Walking.

ବୈଦେଶିକ - ବିଶେଷ୍ୟ - (ତୁର୍କୀ) ସମ୍ପାଦନା

ବୁଲାକ୍ ନାସାର ଦଣ୍ଡ; ଝୁଲଲ —A nosering with pendant.

(ଉ—ନାସା ତିଳଫୁଲେ ତଳେ ଝଲମଲ ବୁଲାକି ଝୁଲାକି ମାନୁଥିଲା କବିସୂର୍ଯ୍ୟ. ସଂଗୀତ)

ଦେଶଜ - ବିଶେଷଣ - ସମ୍ପାଦନା

୧. ଭ୍ରମଣଶୀଷ —୧. Wandering.
୨. ଯେ ପଛଆଡ଼ୁ ମୁହଁ ବୁଲାଏ —୨. Turning round.
୩. ବୁଲାଣି (ଦେଖ) - —୩. Bulāṇi (See)