ବୁଢ଼ା
ବୁଢ଼ା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନା(ବୁଢ଼ୀ—ସ୍ତ୍ରୀ)
ଦେଶଜ - ବିଶେଷ୍ୟ - ଫୁ.—(ସଂସ୍କୃତ - ବୃଦ୍ଧ; ପ୍ରା. ବୁଡ଼୍ଡ଼, ବୁଡ୍ଡ଼)
ସମ୍ପାଦନା- ୧. ବୃଦ୍ଧ ବ୍ୟକ୍ତି — ୧. Old man; a person of advanced age.
- ୨. ପ୍ରବୀଣ ବ୍ୟକ୍ତି —୨. A person of large. experience.
- ୩. (ବାତ୍ସଲ୍ୟାର୍ଥ) ଶିଶୁ —୩ Child (a term of endearment).
- ୪. ଗୃହର ବା ପରିବାରର ବା ଦଳର ସମସ୍ତଙ୍କ ଠାରୁ ବଦ୍ଧତମ ବ୍ୟକ୍ତି —୪. The oldest person in the family or in a company.
(ଉ—ଅଧଡ଼ ଧଡ଼ା ଘରେ ଭାତ ନାହିଁ ବୁଢ଼ାକୁ ତଡ଼ା ଢଗ)
- ୫. ଗୃହର ବୟୋଁ ବୃଦ୍ଧ କର୍ତ୍ତା —୫. The master of a family who has become old.
(ବୁଢ଼ୀ—ସ୍ତ୍ରୀ)
=== ବିଶେଷଣ - (ଫୁ)
- ୧. ବୃଦ୍ଧ; ଜରାଗ୍ରସ୍ତ —୧. Old.
- ୨. ବୟୋବୃଦ୍ଧ; ପ୍ରବୀଣବୟସ୍କ —୨. Advanced in age
- ୩. ପ୍ରାଚୀନ; ପୁରାତନ —୩. Old; ancient.
- ୪. ଅଧିକରଣବୟସ୍କ —୪. Older; senior in age.
(ଯଥା—ବୁଢ଼ା ବାପା)
- ୫. ବୃହତ୍; ବଡ଼ —୫. Large; big.
(ଯଥା—ବୁଢ଼ା ଚୁଙ୍ଗୁଡ଼ି; ବୁଢ଼ା କଙ୍କଡ଼ା)
- ୬. ପୋଖତ; ସ୍ୱପକ୍ୱ; ଅତି ପକ୍ୱ (ଫଳ) —୬. Very ripe; over- ripe (fruit)
(ଯଥା—ବୁଢ଼ା କାକୁଡ଼ି; ବୁଡ଼ା ଲାଉ)
[ଦ୍ରଷ୍ଟବ୍ୟ —ଯେଉଁ ଫଳ ଅତି ପାଚିଗଲେ ସଢ଼ିଯାଏ (ଯଥା, ଆମ୍ୱ ପଣସ, ସପୁରି) ତାକୁ ବୁଢ଼ା ବୋଲାଯାଏ ନାହିଁ; ଯେଉଁ ଫଳ ଅତି ପକ୍ୱ ହେଲେ ବେଶି ଟାଣୁଆ ହୁଏ (ଯଥା— ଲାଉ , କଖାରୁ, କାକୁଡ଼ି , ମୂଳା, ସଜନା ଛୁଇଁ, ବରଗଡ଼ା ଛୁଇଁ) ତାକୁ ବୁଢ଼ା ବୋଲାଯାଏ
- ୭. ଦଳ ବା ବହୁ ମଧ୍ୟରେ ବୃହତ୍ତମ —୭. Biggest.
(ଯଥା ବୁଢ଼ା ଆଙ୍ଗୁଠି) ===
- ୮. ଖୁବ୍ ମୋଟା —୮. Very thick or coarse.
(ଯଥା— ବୁଢ଼ା ଲୁଗା)
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
ସମ୍ପାଦନା- ୧. କାର୍ଯ୍ୟ —୧. Work.
(ଯଥା—ସେ ବୁଢ଼ା କରିବାକୁ ବଡ଼ ଚେମଡ)
- ୨. କୋକମିନା (ଦେଖ) - — ୨. Kokaminā (See)