ବୁଡ଼ିଆ
ବୁଡ଼ିଆ
ଉଚ୍ଚାରଣ
ସମ୍ପାଦନାପ୍ରାଦେଶିକ - (ସମ୍ୱଲପୁର, ଗଡ଼ଜାତ) ବିଶେଷ୍ୟ -
ସମ୍ପାଦନା- ୧. ଛୋଟ କୁରାଢ଼ି; ଟାଙ୍ଗିଆ — ୨. Small axe; hatchet.
- ୨. ନିଆଁ ବଡ଼ିଆ; ଅଟା —୨. A braid of crushed. straw to preserve fire .
ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -
ସମ୍ପାଦନାକୁରାଢ଼ି —Axe.
ପ୍ରାଦେଶିକ - (କେନ୍ଦ୍ରାପଡ଼ା) ବିଶେଷ୍ୟ - (ସଂସ୍କୃତ - ପରଶୁ)
ସମ୍ପାଦନାଫାର୍ସା —Poleaxe; battle-axe.
ପ୍ରାଦେଶିକ - (ସିଂହଭୁମି) ବିଶେଷ୍ୟ -
ସମ୍ପାଦନାଛୋଟ କୁରାଢ଼ି; ଟାଙ୍ଗିଆ — Hatchet.