ବୁଡ଼ିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ପ୍ରାଦେଶିକ - (ସମ୍ୱଲପୁର, ଗଡ଼ଜାତ) ବିଶେଷ୍ୟ - ସମ୍ପାଦନା

୧. ଛୋଟ କୁରାଢ଼ି; ଟାଙ୍ଗିଆ — ୨. Small axe; hatchet.
୨. ନିଆଁ ବଡ଼ିଆ; ଅଟା —୨. A braid of crushed. straw to preserve fire .

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ - ସମ୍ପାଦନା

କୁରାଢ଼ି —Axe.

ପ୍ରାଦେଶିକ - (କେନ୍ଦ୍ରାପଡ଼ା) ବିଶେଷ୍ୟ - (ସଂସ୍କୃତ - ପରଶୁ) ସମ୍ପାଦନା

ଫାର୍ସା —Poleaxe; battle-axe.

ପ୍ରାଦେଶିକ - (ସିଂହଭୁମି) ବିଶେଷ୍ୟ - ସମ୍ପାଦନା

ଛୋଟ କୁରାଢ଼ି; ଟାଙ୍ଗିଆ — Hatchet.