ବୁଝାବୁଝି ହେବା

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - କ୍ରିୟାପଦ -

ସମ୍ପାଦନା

କାର୍ଯ୍ୟ କ୍ଷେତ୍ରରେ ବା ଭବିଷ୍ୟତ୍ରେ ବଳ ପରଖା ପରକି ହେବା ବା; ଦାଉ ସାଧିବା — To measure each other's strength when opportunity arises; to be avenged.

(ଉ— ସ୍ଥାନମାନ ଧରି ଯେ ଯାହାର ରହିଲେ ବୁଝାବୁଝି ହୋଇବା ବୋଲି ଗରଜିଲେ— କୃଷ୍ଣସିଂହ. ମହାଭାରତ. ଭୀଷ୍ମ )