ବୁକୁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବକ୍ଷଃ, ବୁକ୍କ) ସମ୍ପାଦନା

୧. ହୃଦୟର ବର୍ହିଭାଗ; ଛାତି ବକ୍ଷଃସ୍ଥଳ —୧. Breast.

(ଉ—ବୁକୁର ଶାଢ଼ୀତ ରଖିତ ଦେଉନାହି, ମୁଁ କରତଳେ ଆଛାଦିତି କେତେ କବିସୂର୍ଯ୍ୟ ସଙ୍ଗୀତା)

୨. ହୃଦୟ; ହୃଦୟାଭ୍ୟନ୍ତର; ଅନ୍ତଃକରଣ —୩. Heart;chest.

(ଉ—ତୋର ଏ କଥାକୁ ବୁକୁ କି ଗଲା ପୋଡ଼ି କୃଷ୍ଣସିଂହ. ମହାଭାରତ. ସଭା)

୩. ଦମ୍ଭ; ଧୈର୍ଯ୍ୟ —୩. Patience.
୪. ସାହସ —୪. Courage; pluck.