ବୁଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

(ରୁଆ—ବିପରୀତ)

ଦେଶଜ - ବି—(ସଂସ୍କୃତ - ବପ୍ ଧାତୁ) ସମ୍ପାଦନା

୧. ବେଉଷଣ —୧. The puddling of paddt plants.
୨. ବୁଣା ଧାନର ଗଛ ୪ ଆଙ୍ଗୁଳଠାରୁ ୧୨: ଆଙ୍ଗୁଳ ପର୍ଯ୍ୟନ୍ତ ଉଚ୍ଚ ହେବାର ଅବସ୍ଥା — ୨. The state of sown paddy plants when they between ୨ inches and ୧୦ inches.
୩. ବୁଣା ଯାଇ ଉଠିଥିବା ଧାନ ଫସଲ —୩. Plants of sown (not transplanted) paddy.

[ ଦ୍ର—ଯେଉଁ ଧାନଗଛ ରୋପିତ ହୋଇ ଥାଏ, ତାକୁ ରୁଆ କହନ୍ତି ଏ ବିଷୟରେ ଗୋଟିଏ କୃଷି ବଚନ ଅଛି ଯଥା—ବୁଆ ଶୁଣିଲେ ଥୋଇବୁ କାହିଁ? ରୁଆ ଶୁଖିଲେ ପାଇବୁ ନାହିଁ ଅର୍ଥାତ୍ ରୁଆ ଧାନ ବହୁତ ପାଣି ଲୋଡ଼େ; ବୁଆ ଧାନ ତେତେ ପାଣି ଲୋଡ଼େ ନାହିଁ]

୪. (ଲକ୍ଷଣାର୍ଥ) ଅନ୍ୟ ବ୍ୟକ୍ତିଙ୍କ ଘରେ ମିଳିବା ପର୍ଯ୍ୟାପ୍ତ ଭୋଜନ —୪. (figurative) Sumptuous meal got at another person's house.

ପ୍ରାଦେଶିକ - (ଗଡ଼ଜାତ) ଅ, (ପୁଂ) ସମ୍ପାଦନା

୧. ନିଜର ପିତାଙ୍କୁ ସମ୍ୱୋଧନ A term of endearment to call one's father.
୨. ସାନ ପିଲାଙ୍କୁ ସମ୍ୱୋଧନ (ତୁଳ. ହିନ୍ଦୀ - ଏହି ଶଦ୍ଦର ଏହି ପ୍ରୟୋଗ) —୨. A term of endearing address to infants,

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - ସମ୍ପାଦନା

୧. ବାପ;
ପିତା —୧. Father.

(ଯଥା—ବାବୁର ବୁଆ) ===

୨. ଟେକା; ବାଳକ —୨. Boy .
୩. ପୁଅ; ସନ୍ତାନ —୩. Son.

[ଦ୍ରଷ୍ଟବ୍ୟ —ସମ୍ୱଲପୁର କୁଲିତା ଜାତୀୟ ଲୋକେ ଶିଶୁକୁ ସ୍ନେହରେ 'ବୁଆ' ସମ୍ୱୋଧନ କରନ୍ତି ଓ କେଉଟ କୁମ୍ଭାର ଜାତୀୟ ଲୋକେ ବାପକୁ ବୁଆ ଡାକନ୍ତି]

ପ୍ରାଦେଶିକ - (ବୌଦି) ବି—(ତୁଳ. ହିନ୍ଦୀ - ଏହି ଶଦ୍ଦର ଏହି ପ୍ରୟୋଗ) ସମ୍ପାଦନା

ପୁତ୍ର ପ୍ରତି ସ୍ନେହ ସମ୍ୱୋଧନ — A term of endearment addressed to one's son.

ପ୍ରାଦେଶିକ - (ବସ୍ତର ଓ ଖଡ଼ିଆଳ) ବିଶେଷ୍ୟ - ସମ୍ପାଦନା

ପିତା; ବାପ —Father.