ବିହାରି କାୟସ୍ଥ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ବିହାର ପ୍ରଦେଶରୁ ଓଡ଼ିଶାକୁ ଆସି ବହୁପୁରୁଷାବଧି ଉପନିବେଶ ସ୍ଥାପନ କରିଥିବା 'ଲାଲା' ଉପାଧିଧାରୀ କାୟସ୍ଥ ଜାତି — The Kāyasthas of Bihar who have been long domiciled in Orissa.