ବିହନ ମାରିବା

ଓଡ଼ିଆ ସମ୍ପାଦନା

ପ୍ରାଦେଶିକ - (କଟକ)କ୍ରିୟାପଦ - ସମ୍ପାଦନା

୧. ଧାନ କିଆରୀର ଘନ ଅଂଶରୁ କେତେକ ବୁଆ ଗଛ ଉପାଡ଼ି ଆଣି ଅନ୍ୟ କିଆରୀରେ ବା କିଆରୀର ଗଛ ନ ଥିବା ସ୍ଥାନରେ ପୋତିବା ବା ରୋଇବା
୨. ବିହନ ବୁଡ଼ାଇବା, କୌଣସି ଫସଲର ବୀଜକୁ ଆଗାମୀ ବର୍ଷ ପାଇଁ କରି ନ ରଖିବାଦ୍ୱାରା ଉକ୍ତ ଗଛର ଭବିଷ୍ୟତ୍ ଉତ୍ପାଦନ କର୍ମ ବନ୍ଦ କରିବା



ଉଚ୍ଚାରଣ ସମ୍ପାଦନା

$1

  • (file)
  • (file)