ବିହଙ୍ଗ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ବିହଙ୍ଗକ—ଅନ୍ୟରୂପ)

[ବିହଗା(ଙ୍ଗା)—ସ୍ତ୍ରୀ] 

ସଂସ୍କୃତ - ବିଶେଷ୍ୟ - (ବିହାୟକ=ଆକାଶ+ଗମ ଧାତୁ=ଗମନକରିବା +କର୍ତ୍ତୃ. ଅ, ନିପାତସିଦ୍ଧ) ସମ୍ପାଦନା

୧. ପକ୍ଷୀ — Bird.
୨. ମେଘ —୨. Cloud.
୩. ବାଣ —୩. Arrow.
୪. ସୂର୍ଯ୍ୟ — ୪. The sun.
୫. ଚନ୍ଦ୍ର —୫. The moon.
୬. ମହାଭାରତୋକ୍ତ ନାଗବିଶେଷ —୬. Name of a mythological serpent.