ବିସ୍ତୃତି

ଉଚ୍ଚାରଣ

ସମ୍ପାଦନା
  • (file)

ସଂସ୍କୃତ - ବିଶେଷ୍ୟ - (ବି+ସ୍ତୃ ଧାତୁ=ବିସ୍ତାର କରିବା+ଭାବ. ତି)

ସମ୍ପାଦନା
୧. ବ୍ୟାପ୍ତି — ୧. Spreading; diffusion.
୨. ବିସ୍ତାର କରଣ — ୨. Expansion; amplification.
୩. ବିସ୍ତୃତ ବର୍ଣ୍ଣନା — ୩. Ditailed description.
୪. ବୃତ୍ତର ବ୍ୟାସ — ୪. Diameter.
୫. ଦୈର୍ଘ୍ୟ, ପ୍ରସ୍ଥ ଓ ବେଧର ପରିମାଣ —୫. The length, breadth and thickness of a thing.