ବିସ୍ତୃତ

ଉଚ୍ଚାରଣ

ସମ୍ପାଦନା
  • (file)

ସଂସ୍କୃତ - ବିଶେଷଣ - (ବି+ସ୍ତୃ ଧାତୁ=ବିସ୍ତାର କରିବା+କର୍ମ. ତ)

ସମ୍ପାଦନା
୧. ପ୍ରସାରିତ — ୧. Extended; spread.
୨. ବିଶାଳ; ବିସ୍ତୀର୍ଣ୍ଣ — ୨. Vast.
୩. ବ୍ୟାପ୍ତ — ୩. Diffused.
୪. ଲମ୍ୱା ଚଉଡ଼ା — ୪. Long and broad.