ବିସନି
ବିସନି
ଉଚ୍ଚାରଣ
ସମ୍ପାଦନାଦେଶଜ - ବିଶେଷଣ - ଓ ବିଶେଷ୍ୟ -
ସମ୍ପାଦନାବିସିନି (ଦେଖ) - — Bisini (See).
ବିସନି
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷଣ - (ସଂ, ବ୍ୟସନୀ)
ସମ୍ପାଦନା- ୧. ବ୍ୟସନାସକ୍ତ — ୧. Addicted to evil acts; dissolute.
- ୨. ବେଶଭୁଷା ପ୍ରିୟ — ୨. Foppish; fond of gorgeous dress.
ଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. ଜାର; ଉପପତି; ଇୟାର — ୧. Paramom.
- ୨. ବେଶ୍ୟାର ରକ୍ଷିତ ପୁରୁଷ — ୨. Paramom or retained lover of a prostitute.
- ୩. ବ୍ୟସନାସକ୍ତ ବ୍ୟକ୍ତି — ୩. A dissolute person.
- ୪. ସଉକି ଲୋକ — ୪. Beau; a fop.