ବିଷ୍ଣୁପୁରୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଦେଶଜ - ବିଶେଷଣ - ସମ୍ପାଦନା

ବିଷ୍ଣୁପୁରରେ ଉତ୍ପାଦିତ —Belonging to or manufactured in Bishṇupura.

(ଯଥା—ବିଷ୍ଣୁପୁରୀ ପାଟ, ଗୁଡା଼ଖୂ ଓ ଧୂଆଁପତ୍ର ପ୍ରଭୁତି

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ବିଷ୍ଣୁ+ପୁରୀ) ସମ୍ପାଦନା

ବୈକୁଣ୍ଠ ଭୁବନ — The mythological abode of Bishṇu.