ବିଷ୍ଠାକୁ ମାଇଲେ ମୁହଁକୁ ପଡ଼େ
ବିଷ୍ଠାକୁ ମାଇଲେ ମୁହଁକୁ ପଡ଼େ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
ବିଷ୍ଠାକୁ ମାଇଲେ ମୁହଁକୁ ପଡ଼େ
|
ଦେଶଜ - ପ୍ରବଚନ ସମ୍ପାଦନା
(ଯେପରି ବିଷ୍ଠା ଜମା ହେଇଥିବା ସ୍ଥାନରେ ବିଷ୍ଠାକୁ ଯଷ୍ଟ୍ୟାଦିଦ୍ୱାରା ପ୍ରହାର କଲେ, ତାହାର ଅଂଶ ଛିଡ଼ିକି କରି ପ୍ରହାର— କାରୀ ବ୍ୟକ୍ତିର ମୁହଁରେ ପଡ଼େ ଓ ତଜ୍ଜନିତ ଦୁର୍ଗନ୍ଧ ଓ ମଇଳାଦ୍ୱାରା ପ୍ରହାରକ ଜର୍ଜ୍ଜରିତ ହୁଏ ସେହିପରି) ଛୋଟଲୋକଙ୍କ ସଙ୍ଗେ ବୃକ୍ଷ ବ୍ୟବହାର କଲେ, ଆକ୍ରମଣକାରୀ ସେଥିରେ ଫଳରେ ଅପମାନିତ ହୁଏ କିମ୍ୱା ଗୃହଛିଦ୍ରମାନ ଘାଣ୍ଟିଲେ ବା ଅତିରିକ୍ତ ଭାବରେ ଆଲୋଚନା କଲେ ଆଲୋଚକ ବ୍ୟକ୍ତି କଳଙ୍କିତ ବ୍ୟକ୍ତି ହୁଏ — An analogical saying applied to cases of dealing rudely with mean people or publicy discussing one's family secrets, which rebound unfavourably on the dealer.