ବିଶୋଇ

ଉଚ୍ଚାରଣ

ସମ୍ପାଦନା

ଦେଶଜ - ବିଶେଷ୍ୟ -

ସମ୍ପାଦନା
୧. (ପ୍ରାଚୀନ ଓଡ଼ିଆ) (ସଂସ୍କୃତ - ବିଷୟୀ; ବିଷୟପତି)— ମୁସଲମାଙ୍କ ଅମଳରେ ବିଶିରୁ ବା ବିଶେରୁ ଖଜଣା ଆଦାୟକାରୀ ଓ ଶାସନକାର୍ଯ୍ୟରେ ଶାନ୍ତିରକ୍ଷକ କର୍ମଚାରୀ; ତାଲୁକା— ଚଉଧୁରୀ —୧. Title of a collector of revenue of a Pergunna during the Mahomedan rule.

[ଦ୍ରଷ୍ଟବ୍ୟ —ମୁସଲମାନଙ୍କ ଅମଳରେ ବିଶୋଇ ଓ ଖଣ୍ଡାଧିପତିମାନଙ୍କୁ ତାଲୁକା—ଚଉଧୁରୀ ବୋଲାଯାଉଥିଲା ଓ ପାଇକ ସରଦାରଙ୍କୁ ଫଉଫଦାର୍ କୁହାଯାଉଥିଲା ]

୨. ଦଳର ପ୍ରଧାନ ବ୍ୟକ୍ତି —୨. The headman of a class.

(ଯଥା—ଗୁଡ଼ିଆବିଶୋଇ; କୁମ୍ଭାରବିଶୋଇ; କୁମ୍ଭାରବିଶୋଇ )

୩. ଖଣ୍ଡାଏତମାନଙ୍କ ଉପାଧି —୩. A family-title of the Khaṇḍāetas.