ବିଶେଷିବା
ବିଶେଷିବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - କ୍ରିୟାପଦ - (ପଦ୍ୟ) (ସଂସ୍କୃତ - ବିଶେଷ)
ସମ୍ପାଦନା- ୧. ବିଶଦ ଭାବରେ ବର୍ଣ୍ଣନା କରିବା —୧. To describe clearly or in detail.
[ଉ—ମହାଭାରତ ପୁରାଣେ ବ୍ୟାସଋଷି, କରିଛନ୍ତି ଜାଣ ବର୍ଣ୍ଣନା ବିଶେଷି କୃଷ୍ଣସିଂହ. ମହାଭାରତ ଆଦି ]
- ୨. (ସଂସ୍କୃତ - ବିଶେଷ୍ୟତେ) ବଳିବା; ଅନ୍ୟଠାରୁ ଅଧିକତର ହ୍ୱା —୨. To exceed.
[ଉ—କୃଷ୍ଣ ମହିମା ପରଶଂସି,ଏକକୁ ଆରେକ ବିଶେଷି ଭୂପତି— ପ୍ରେମଞ୍ଚାମୃତ ]
- ୩. ପ୍ରଭେଦ କରିବା; ପୃଥକ କରିବା — ୩. To separate; to discriminate.